ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା
14/09/2022 at 1:41 PM

ବାସୁଦେବପୁର ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି କେଜିଏ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏହି ଲୁଟ୍ କରିଛି । ସେନେଇ ବିଭିନ୍ନ ଦିଗକୁ ନେଇ ଖୋଲତାଡ଼ କରୁଛି ପୋଲିସ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023