ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବନ୍ଦ୍ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ସୁନା

28/10/2022 at 8:44 AM

ଖଲ୍ଲିକୋଟ ୨୮/୧୦: ଛତ୍ରପୁର ଥାନା ଅଧିନ ୧୨ନଂ ୱାର୍ଡ ଚନ୍ଦ୍ରଶେଖର ନଗରର ଏକ ଘରୁ ଚୋରି ଘଟଣାରେ ଛତ୍ରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଚନ୍ଦ୍ରଶେଖର ନଗରରେ ଏକ ଭଡା ଘରେ ରହୁଥିବା ଗୋପୀନାଥ ଦାସ ନିଜ ଘର ତାଲା ପକାଇ ନିଜ ଗାଁକୁ ଯାଇଥିଲେ । ତେବେ ଘର ତାଲା ଭାଙ୍ଗି କିଛି ଦୁର୍ବୁତ୍ତ ଘରୁ ୩ଟି ସୁନା ମୁଦି, ଗୋଟାଏ ନେକଲେସ୍, ୨ଟି ଚେନ୍, ଗୋଟାଏ କାନଫୁଲ, ଗୋଟାଏ ରୂପା ପାଉଁଜି ଓ ୪ ହଜାର ଟଙ୍କା ଚୋରି କରିନେଇଥିଲେ ।

ଏନେଇ ଗୋପୀନାଥ ଦାସ ଛତ୍ରପୁର ଥାନାରେ ଏତଲା ଦାୟର କରିଥିଲେ । ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ଛତ୍ରପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତି ଚାଲିଛି ।

   Related Posts