LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

NTPCର ଆସପଣ୍ଡ କାମକୁ ବିରୋଧ;ଗ୍ରାମବାସୀଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଛି

7/06/2018 at 6:12 AM

NTPCର ଆସପଣ୍ଡ କାମକୁ ବିରୋଧ । କଣିହାଁ ଡେରଙ୍ଗ ଗ୍ରାମବାସୀଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଛି । ଆଜି ସକାଳୁ ଶତାଧିକ ମହିଳା ଏବଂ ପୁରୁଷ ntpc ଆସପଣ୍ଡ କାମକୁ ବିରୋଧ କରି ଆନ୍ଦେ।ଳନ କରିଛନ୍ତି । ପ୍ରଥମେ ଡେରଙ୍ଗ ଗାଁକୁ ବିସ୍ଥାପନ କରାଯିବା ପରେ ntpc ଆସପଣ୍ଡ କାମ କରାଯାଉ ବୋଲି ଜିଦ ଧରିଛନ୍ତି ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ହେବ ଏ ବିଷୟରେ ntpc ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ କୌଣସି ଫଳ ମିଳିନି । ସାମାନ୍ୟ ପବନ ହେଲେ ଗାଁ ପାଉଁସ ଜମା ହେଉଛି । ଫଳରେ ଅସ୍ୟାସ୍ଥକର ପରିବେଶ ସୃଷ୍ଟି ହେଉଛି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ୨ ପ୍ଲାଟୁନ ପେ।ଲିସ ଫେ।ର୍ସ ମୁତୟନ କରାଯାଇଛି ।

Leave a Reply

   Related Posts