scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରହ୍ମପୁରରେ ପାଣି ସମସ୍ୟାକୁ ନେଇ ତାତିଲେ ଲୋକେ, ସମାଧାନ ଦାବିରେ ରାସ୍ତା ଅବରୋଧ

1/12/2023 at 8:44 PM

ବ୍ରହ୍ମପୁର: ବିଗତ ତିନିଦିନରୁ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବ୍ରହ୍ମପୁର ବାସୀ। କେତେବେଳେ ପାଇପ୍‌ ଫାଟିବା ଫଳରେ ତ’ ପୁଣି କେତେବେଳେ ଅନ୍ୟ ସମସ୍ୟା ଯୋଗୁଁ ଗତ ତିନି ଦିନ ହେବ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି ଲୋକେ।

ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିଛି। ତେବେ ଶୁକ୍ରବାର ପାଣି ସମସ୍ୟାର ତୁରନ୍ତ ସମାଧାନ ଦାବି କରି ବ୍ରହ୍ମପୁର-ଦିଗପହଣ୍ଡି ଆସ୍କା ରୋଡ ଧାନମେରା ସାହି ନିକଟ ମୁଖ୍ୟ ରାସ୍ତା ଉପରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଯାତାୟତରେ ସମସ୍ୟା ଉପୁଜିଛି।

Updating…

ଆହୁରି ପଢ଼ନ୍ତୁ: ପୁରୀରେ କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ସାମିଲ

   Related Posts