ପୌରପାଳିକା କାର୍ଯ୍ୟାଳୟରେ ପଡିଲା ତାଲା, ଡ୍ରେନ୍ ସଫା କଲେ କର୍ତ୍ତୃପକ୍ଷ

କେନ୍ଦୁଝର ୩।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିବା ପରେ ଡ୍ରେନ୍ ସଫା କରିଛନ୍ତି ପୌର କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ଡ୍ରେନ୍ ସଫା ନହେବାରୁ ଡ୍ରେନ୍ ପୋତିହୋଇ ଯାଇଛି । ଫଳରେ ବର୍ଷାହେଲେ ଡ୍ରେନ୍ ପାଣି ଯାଇ ଲୋକଙ୍କ ଘରେ ପଶୁଛି । ସମସ୍ୟା ଜଟିଳ ହୋଇଥିଲେ ମଧ୍ୟ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାମ ନହେବାରୁ ମଙ୍ଗଳବାର ୭ନଂ ଓ୍ବାର୍ଡର କାଉନସିଲର … Continue reading ପୌରପାଳିକା କାର୍ଯ୍ୟାଳୟରେ ପଡିଲା ତାଲା, ଡ୍ରେନ୍ ସଫା କଲେ କର୍ତ୍ତୃପକ୍ଷ