previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ସୋରରୁ ହଜାରେ ଲିଟର ଦେଶୀ ମଦ ଜବତ, ୨ ଜଣ ଗିରଫ

13/09/2018 at 11:49 AM

ବାଲେଶ୍ବର ୧୩|୯: ବାଲେଶ୍ବର ସୋରରୁ ହଜାରେ ଲିଟର ଦେଶୀ ମଦ ଜବତ ହୋଇଛି । ୨ ଜଣଙ୍କୁ ଗିରଫ କରିଛି ସୋର ପୋଲିସ । ଗୋପାଳପୁର ରାସ୍ତା ପୁଢାଢିଆ ଛକରେ ଏକ ବୋଲେରକୁ ଅଟକାଇ ଦେଶୀ ମଦ ଜବତ କରିଛି ସୋର ପୋଲିସ । ଚୋରା ମଦ ବୋପାରୀ ଖସି ପଳାଉଥିବା ବେଳେ ମାଡି ବସିଥିଲା ପୋଲିସ । ଗିରଫ ୨ ଜଣ ହେଲେ ସଦର ଥାନା ଇସାଣୀ ଗାଁର ଅକ୍ଷୟ କୁମାର ବେହେରା ଓ ଜୟଦେବ କଷବା ।

   Related Posts