ସୋରରୁ ହଜାରେ ଲିଟର ଦେଶୀ ମଦ ଜବତ, ୨ ଜଣ ଗିରଫ

Published By : Prameya-News7 Bureau | September 13, 2018 IST

ବାଲେଶ୍ବର ୧୩|୯: ବାଲେଶ୍ବର ସୋରରୁ ହଜାରେ ଲିଟର ଦେଶୀ ମଦ ଜବତ ହୋଇଛି । ୨ ଜଣଙ୍କୁ ଗିରଫ କରିଛି ସୋର ପୋଲିସ । ଗୋପାଳପୁର ରାସ୍ତା ପୁଢାଢିଆ ଛକରେ ଏକ ବୋଲେରକୁ ଅଟକାଇ ଦେଶୀ ମଦ ଜବତ କରିଛି ସୋର ପୋଲିସ । ଚୋରା ମଦ ବୋପାରୀ ଖସି ପଳାଉଥିବା ବେଳେ ମାଡି ବସିଥିଲା ପୋଲିସ । ଗିରଫ ୨ ଜଣ ହେଲେ ସଦର ଥାନା ଇସାଣୀ ଗାଁର ଅକ୍ଷୟ କୁମାର ବେହେରା ଓ ଜୟଦେବ କଷବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.