oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଲା ମଦ ବୋଝେଇ ଗାଡି, ମଦ ବୋହିନେଲେ ଲୋକେ

27/10/2019 at 2:05 PM

ଖୋର୍ଦ୍ଧା ୨୭।୧୦: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ନୂଆଗାଁ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ହଠାତ୍ ମଦ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି ।

ସଙ୍ଗେ ସଙ୍ଗେ ଆଖ ପାଖ ଲୋକ ଆସି ରୁଣ୍ଡ ହୋଇଗଲେ । ଯିଏ ଯେମିତି ପାରିଲା ମଦ ବୋତଲ ବୋହିନେଲା। ଗାଡି ଡ୍ରାଇଭର ବିଚରା ଚୁପଚାପ ହୋଇ ସବୁ ଦେଖୁଥାଏ ।

ଖବର ପାଇ ଟାଙ୍ଗି ପୋଲିସ ପହଞ୍ଚି ସବୁ ମଦ ବୋତଲ ଜବତ କରିଛି । ସେପଟେ ମଦ ନେଇ ପଳାଉଥିବା ଲୋକେ କହିଛନ୍ତି ଏହା ଦୀପାବଳି ଭେଟି । ମଦ ବୋଝେଇ ଗାଡିଟି ଭୁବନେଶ୍ବରରୁ ବାଲୁଗାଁ ଯାଉଥିଲା । ଡ୍ରାଇଭରର ବେପରୁୱା ଡ୍ରାଇଭିଂ ଯୋଗୁଁ ଗାଡିଟି ଓଲଟିପଡିଥିବା ଜଣାପଡିଛି ।

   Related Posts