suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବର୍ଷ ଆରମ୍ଭରୁ ବିଭ୍ରାଟ, ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ନେଇ ବିବାଦ

2/01/2023 at 12:36 PM

ଭୁବନେଶ୍ୱର ୦୨।୦୧ : ବର୍ଷ ଆରମ୍ଭ ବିବାଦ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ବର୍ଷ ଆରମ୍ଭରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।

ଖବର ଅନୁଯାୟୀ, ରବିବାର ମଧ୍ୟାହ୍ନ ଭୋଗରୁ ବନ୍ଦ ରହିଛି ନୀତିକାନ୍ତି । ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଛି ନୀତିକାନ୍ତି । ବାରମ୍ବାର ସେବାୟତଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ ଲିଂଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହୁଛି ।  ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ । ଯାହାଫଳରେ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖାଦେଇଛି ।

   Related Posts