ବର୍ଷ ଆରମ୍ଭରୁ ବିଭ୍ରାଟ, ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ନେଇ ବିବାଦ
2/01/2023 at 12:36 PM

Image Courtesy : file
ଭୁବନେଶ୍ୱର ୦୨।୦୧ : ବର୍ଷ ଆରମ୍ଭ ବିବାଦ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ବର୍ଷ ଆରମ୍ଭରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।
ଖବର ଅନୁଯାୟୀ, ରବିବାର ମଧ୍ୟାହ୍ନ ଭୋଗରୁ ବନ୍ଦ ରହିଛି ନୀତିକାନ୍ତି । ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଛି ନୀତିକାନ୍ତି । ବାରମ୍ବାର ସେବାୟତଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ ଲିଂଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହୁଛି । ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ । ଯାହାଫଳରେ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖାଦେଇଛି ।
Related Posts
ମନ୍ଦିରରେ ପଶି ଉତ୍ପାତ କଲା ଦନ୍ତା; ହାତୀ ଆକ୍ରମଣରେ କର୍ମଚାରୀ ଗୁରୁତର
27 January 2023
ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ; ମୃତ ଘୋଷଣା କଲେ ଡାକ୍ତର
27 January 2023