ସେବାୟତଙ୍କ ଜିଦ୍‌ର ପରିଣତି, ଶୀତଳଷଷ୍ଠୀରେ ୩୪ ଘଣ୍ଟା ଉପାସ ରହିଲେ ଶ୍ରୀଲିଙ୍ଗରାଜ

Published By : Prameya-News7 Bureau | June 05, 2022 IST

ଭୁବନେଶ୍ୱର ୦୫।୦୬: ସେବାୟତଙ୍କ ଜିଦ୍ ର ପରିଣତି। ଶୀତଳଷଷ୍ଠୀରେ ୩୪ ଘଣ୍ଟା ଉପାସ ରହିଲେ ଶ୍ରୀଲିଙ୍ଗରାଜ। ସେବାୟତଙ୍କ ନିକଟରେ ପ୍ରଶାସନ ନେହୁରା ହେଲା ପରେ ରାତି ୧୦ଟାରେ ଠାକୁରଙ୍କ ନୀତିରେ ହାତ ଦେଲେ । ତରବରିଆ ଭାବେ ଠାକୁରଙ୍କ ନୀତି ସହ ଦେବ ଦମ୍ପତ୍ତିଙ୍କ ମଙ୍ଗଳକାମ ସାରିଦେଲେ । ପ୍ରାୟ ଭୋର ୪ଟାରେ ବରକନ୍ୟାଙ୍କୁ ବିମାନରେ ବିଜେ କରି ଦେବ ଦେବୀ ଅଭିମୁଖେ ବାହାରିଲେ । ଆଜି ଅପରାହ୍ଣରେ କେଦାରଗୌରୀ ମନ୍ଦିରରେ ଶିବ ବିବାହ ପର୍ବ ସଂପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.