୬ଟି ଜିଲ୍ଲାକୁ ବଜ୍ରପାତ ସତର୍କତା ସୂଚନା
12/06/2018 at 11:03 AM

ବଜ୍ରପାତ ଭୟ ଯାଉନାହିଁ | ଆଜି ୬ ଟି ଜିଲ୍ଲାରେ ବଜ୍ରପାତ ଆଶଙ୍କା | ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା | ଗଂଜାମ,ଖୋର୍ଦ୍ଧା,କଟକ,ନୟାଗଡ଼,ପୁରୀ ଓ ଜଗତସିଂହପୁରରେ ବଜ୍ରପାତ ସତର୍କତା ସୂଚନା ଦିଆଯାଇଛି | ଦିନ ୧.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ବଜ୍ରପାତ ସମ୍ଭାବନା ରହିଛି |