ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | May 31, 2018 IST

କଳାହାଣ୍ଡି କୋକସରା ଥାନା ସିଲିଗୁଡାରେ ଅଘଟଣ ।ବଜ୍ରପାତରେ ଜଣେ ମହିଳା ମୃତ । ମୃତକ ସେହି ଅଞ୍ଚଳର ସଂଯୁକ୍ତା ବାରିକ । ପୋଖରିରୁ ଗାଧୋଇ ସାରି ଫେରୁଥିବା ବେଳେ ବ୍ରଜପାତ ହେ।ଇଥିବାବେଳେ ସଂଯୁକ୍ତାଙ୍କ ଜୀବନ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.