ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ମା’କୁ ହତ୍ୟା ମାମଲାରେ ପୁଅକୁ ଆଜୀବନ ଜେଲ ଦଣ୍ଡlଦେଶ

15/12/2021 at 5:41 PM

କୋଣାର୍କ ୧୫।୧୨: ମା’କୁ ହତ୍ୟା ମାମଲାରେ ପୁଅକୁ ଆଜୀବନ ଜେଲ ଦଣ୍ଡlଦେଶ । ପୁଅ ଉଲ୍ଲାସ ଜେନାକୁ ଜେଲ ଦଣ୍ଡlଦେଶ ଦେଲେ ଏଡିଜେ । ୨୦୧୭ ମସିହାରେ ଅସ୍ତରଙ୍ଗ ଥାନା ଅସନ ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ମା’କୁ ଧାରୁଆ କୁରାଢ଼ୀରେ ହାଣି ହତ୍ୟା କରିଥିଲା ପୁଅ ।

   Related Posts