କେନ୍ଦୁଝର ୨୧/୧୦: କେନ୍ଦୁଝରରେ ସ୍ତ୍ରୀ ହତ୍ୟାକାରୀ ସ୍ଵାମୀକୁ ଆଜୀବନ କାରାଦଣ୍ଡ। ୨୦୧୮ ରେ ସଦର ଥାନା ଅଞ୍ଚଳର ବାୟାପଣ୍ଡାଦର ଗାଁରେ ପାରିବାରିକ କଳହକୁ ନେଇ ସ୍ତ୍ରୀ ବୁରୁଣ୍ଡି ଜୁଆଙ୍ଗକୁ ଶାବଳରେ ପିଟିପିଟି ହତ୍ୟା କରିଥିଲା ସ୍ଵାମୀ ସୁମନ୍ତ ଜୁଆଙ୍ଗ। ଏହି ହତ୍ୟା ମାମଲାର ବିଚାର କରି ୧୩ ଜଣଙ୍କର ସାକ୍ଷ ପ୍ରମାଣକୁ ଭିତ୍ତି କରି ସ୍ଵାମୀ ସୁମନ୍ତ ଜୁଆଙ୍ଗକୁ ଜିଲ୍ଲା ଦୌରା ଜଜ୍ ଶୁକ୍ରବାର ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...