scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀପାବଳିରେ LG ନେଇ ଆସିଛି ‘ଇଣ୍ଡିଆ କା ସେଲିବ୍ରେସନ୍’, ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର

25/09/2023 at 8:06 PM

ନୂଆଦିଲ୍ଲୀ: ଆସିଛି ପାର୍ବଣ ଋତୁ । ଆଉ ତା ସହ ବଡ଼ ଅଫର ନେଇ ଆସିଛି ଲାଇଫ୍ସ ଗୁଡ୍ ‘LG’ ଇଲେକ୍ଟ୍ରୋନିକ୍ସ ।  ଦୀପାବଳିରେ ଆକର୍ଷଣୀୟ ଅଫର ଜିତିବା ପାଇଁ ନେଇ ଆସିଛି ଅପୂର୍ବ ସୁଯୋଗ। ଆରମ୍ଭ କରିଛି  ‘ଇଣ୍ଡିଆ କା ସେଲିବ୍ରେସନ’। ଏଥର ଦୀପାବଳିରେ ଧମାକାଦାର ଅଫର ଜିତନ୍ତୁ । ଏଲଜିର ଏହି ଉତ୍ସବରେ ସାମିଲ ହେବାକୁ ଆପଣଙ୍କୁ  କେବଳ ଏକ ମେସେଜ୍ କରିବାକୁ ହେବ ।

ଏଲଜିର ‘ ଫେଷ୍ଟିଭ୍ ଏକ୍ସକ୍ଲୁସିଭ୍ ଅଫର’ ସଂପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।  ଏଲଜି ଡ୍ରିମ୍ ହୋମ୍ ପ୍ୟାକେଜ୍ ସାଙ୍ଗକୁ Audi Q3 ଜିତିପାରିବେ ଗ୍ରାହକ ।  ଏଲିଜି ଡ୍ରିମ୍ ହୋମ୍ ପ୍ୟାକେଜରେ ରହିଛି ରେଫ୍ରିଜରେଟର, ଓ୍ଵାଶିଂ ମେସିନ୍, ଓ୍ଵାଟର ପ୍ୟୁରିଫାଏର, ମାଇକ୍ରୋଓ୍ବେଭ୍ ଓଭେନ୍ ଏବଂ ଏକ ଓଏଲଇଡି-ଟିଭି । ଏଲଜିର ‘ଇଣ୍ଡିଆ କା ସେଲିବ୍ରେସନ୍’ ଅଫରରେ Audi Q3 ଜିତିପାରିବେ ଲକି ଓ୍ଵିନର ।

ଏହା ବ୍ୟତୀତ ଏଲଜି ଦେବାକୁ ଯାଉଛି ଅତିରିକ୍ତ ଅଫର । ନିର୍ଦ୍ଦିଷ୍ଟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରି କୌଣସି ଉତ୍ପାଦ କ୍ରୟ କରିଲେ ୨୬ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସେହିଭଳି ଆଉ କେତେକ ଏଜି ପ୍ରଡକ୍ଟ ଉପରେ ଗୋଟିଏ ଇଏମଆଇ ଦେବାକୁ ପଡ଼ିବ ନାହିଁ । ଆଉ ତାସହ ଜିରୋ ଡାଉନପେମଣ୍ଟରେ କିଣିପାରିବେ ଏଲଜି ପ୍ରଡକ୍ଟସ ।

ଏମିତି ଆହୁରି ଅନେକ ଅଫର ନେଇ ଆସିଛି ଏଲଜି । ୪୨୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଖର୍ଚ୍ଚ ବି ବହନ କରିବ ଏଲଜି । ଏଲଜି ଟିଭି ଉପରେ ୩ ବର୍ଷର ଓ୍ବାରେଣ୍ଟି କମ୍ପାନୀ ଦେବାକୁ ଥିବା ବେଳେ ୯୯୯୦ ଟଙ୍କାର ସ୍ମାର୍ଟ କ୍ୟାମେରା ମାଗଣା ଦେଇପାରେ । ଏଲଜିର ଏହି କ୍ୟାମ୍ପେନ୍ ୧୬ ସେପ୍ଟେମ୍ବର-୧୨ ନେଭେମ୍ବର, ୨୦୨୩ ପର୍ଯ୍ୟନ୍ତ ଚାଲିବ ।

   Related Posts