ଚିତାବାଘ ବର୍ଷାର ମୃତ୍ୟୁ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ୱର ୩୦।୧୨- ନନ୍ଦନକାନନରେ ଏକ ଚିତାବାଗର ମୃତ୍ୟୁ ହୋଇଛି । ମୃତ ଚିତାବାଘର ନାମ ବର୍ଷା । ଚିକିତ୍ସାଧୀନ ଅବସ୍ଥାରେ ଏହି ଚିତାବାଘର ମୃତ୍ୟୁ ହୋଇଛି ।

{"id":204654,"sizeSlug":"large"}

ଗତ କିଛି ଦିନ ଧରି ଏହି ଚିତାବାଘ ଅସୁସ୍ଥ ଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସାଳୟରେ ବାଘର ଚିକିତ୍ସା କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.