ପରୀ ହତ୍ୟାକାଣ୍ଡ: ଗାଁ ପୋଖରୀରୁ ମିଳିଲା ଲେଗିଙ୍ଗସ୍

Published By : Prameya-News7 Bureau | December 22, 2020 IST

ନୟାଗଡ଼୨୨/୧୨: ପରୀ ହତ୍ୟାକାଣ୍ଡରେ ଆଉ ଏକ ବଳିଷ୍ଠ ପ୍ରମାଣ ଏସଆଇଟି ହାତରେ ଲାଗିଛି। ପୋଖରୀରୁ ପରୀର ପିନ୍ଧିଥିବା ଲେଗିଙ୍ଗସ୍‌ ମିଳିଛି। ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଅଗ୍ନିଶମ, ଓଡ୍ରାଫ୍ଟ ଟିମ୍ ଜରିଆରେ ଏସ୍ ଆଇ ଟିର ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି ରଖିଥିଲା।

{"id":381402,"sizeSlug":"large","linkDestination":"none"}

ସକାଳ ୧୦ ଟାରୁ ପାଣି ବୁହା କାର୍ଯ୍ୟ ଚାଲିଛି। ଯଦୁପୁରର ଗାଁରେ ଥିବା ପୋଖରୀ ହୁଡାରୁ ପରୀର ମୃତଦେହ ମିଳିଥିଲା। ଏହି ପୋଖରୀ ଅଭିଯୁକ୍ତ ସରୋଜ ବାଡି ପାର୍ଶ୍ବରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.