ଆଉ ୫ ଜିଲ୍ଲାକୁ ଗଡ଼ିବ ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 21, 2024 IST

ଭୁବନେଶ୍ୱର ୨୧।୦୨ : ଆଜିଠୁ ଆଉ ୫ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା, ବୌଦ୍ଧରେ ଆରମ୍ଭ ହେବ ଲକ୍ଷ୍ମୀ ଵସ୍ ସେଵା। ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

wp:embed {"url":"https://www.prameyanews7.com/laccmi-bus-services-launche-in-five-more-districts-of-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/laccmi-bus-services-launche-in-five-more-districts-of-odisha/
/wp:embed

ତେବେ ଏହି ଵସ୍ ଗୁଡିକ ଵିଭିନ୍ନ ବ୍ଲକର ପଞ୍ଚାୟତରୁ ଵ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିଵା ଆସିଵା କରିଵ। ମହିଳାମାନଙ୍କ ପାଇଁ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ମାତ୍ର ୫ ଟଙ୍କା ଦେବାକୁ ପଡ଼ିବ । ଲକ୍ଷ୍ମୀ ବସ୍ ଦ୍ବାରା ମହିଳା, ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେବେ । ଧୀରେ ଧୀରେ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ସେବା ଆରମ୍ଭ କରାଯାଉଛି ।

wp:embed {"url":"https://www.prameyanews7.com/major-accident-in-lakhisarai-8-killed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/major-accident-in-lakhisarai-8-killed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.