suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କଟକରେ ଆଇନଜୀବୀ-ପୋଲିସ ବିବାଦ ; ଆଜିଠୁ କଟକର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବେ ଆଇନଜୀବୀ

25/09/2018 at 10:35 AM

କଟକ ୨୫|୯: କଟକରେ ଆଇନଜୀବୀ-ପୋଲିସ ବିବାଦ କ୍ରମଶ ଜଟିଳ ହୋଇଛି । ଦାବି ପୂରଣ ଲାଗି ଆଜିଠୁ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବାଲାଗି ଯୋଜନା କରିଛନ୍ତି ଆଇନଜୀବୀ । ଏହାସହ ଆସନ୍ତା ବୁଧବାର ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି କଟକର ବିଭିନ୍ନ ଆଇନଜୀବୀ ସଂଘ ତରଫରୁ ନିଷ୍ପତ୍ତି ହୋଇଛି । ଯଦି ବୁଧବାର ସୁଦ୍ଧା ସମସ୍ତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାନଯାଏ, ତାହାଲେ ଗୁରୁବାର ସାରା ରାଜ୍ୟର ଆଇନଜୀବୀ ମାନେ ନବୀନ ନିବାସ ଘେରାଉ କରିବେ ବୋଲି ହାଇକୋର୍ଟ ବାର୍ ଆସୋସିଏସନ ଚେତାବନୀ ଦେଇଛି । ଗଲା ଅଗଷ୍ଟ ୨୯ରେ କଟକର ଜଣେ ଆଇନଜୀବୀଙ୍କୁ ବିଚ୍ ରାସ୍ତାରେ ପୋଲିସର ମାଡ ପ୍ରତିବାଦରେ ୩୦ରୁ କଟକର ସମସ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣାକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଆସନ୍ତାକାଲି ହେବାର ଅଛି ।

   Related Posts