oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆଇନଜୀବୀଙ୍କୁ ପେ।ଲିସ ମାଡ ମାରିବା ଘଟଣାରେ ଆଇନଜୀବୀଙ୍କ ଆନ୍ଦେ।ଳନ ଜାରି

2/09/2018 at 2:13 AM

ଆଇନଜୀବୀଙ୍କୁ ପେ।ଲିସ ମାଡ ମାରିବା ଘଟଣାରେ ଆଇନଜୀବୀଙ୍କ ଆନ୍ଦେ।ଳନ ଜାରି । ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଖାଲି ସସ୍ପେଣ୍ଡ କଲେ ହେବନି, ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବି କରିଛି ଓକିଲ ସଂଘ । କେବଳ ଓକିଲ କାହିଁକି ସାଧାରଣ ଲୋକଙ୍କୁ ମାଡ ମାରିବା ପୁଲିସର କୌଣସି ଅଧିକାର ନାହିଁ । ତେବେ ଗଣମାଧ୍ୟମ ସତ୍ୟାସତ୍ୟ ଖବର ଅନୁସନ୍ଧାନ କରି ସଠିକ୍ ତଥ୍ୟକୁ ଲୋକଲୋଚନକୁ ଆଣିବା ଦରକାର ବୋଲି ଦାବି କରିଛି ସଂଘ । ସୋମବାର ସୁଦ୍ଧା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ କ୍ରିମିନାଲ୍ ବାର୍ ଆସୋସିଏସନ ସଭାପତି ।

   Related Posts