ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ : ଯାହା ନିର୍ଦ୍ଦେଶ ଆସିବ, ତାକୁ ବିଚାର ବିମର୍ଶ କରିବୁ-ଆଇନମନ୍ତ୍ରୀ

Published By : Prameya-News7 Bureau | July 01, 2023 IST

ଭୁବନେଶ୍ୱର ୦୧।୦୭ : ରତ୍ନ ଭଣ୍ଡାର ପ୍ରସଙ୍ଗ ।ହାଇକୋର୍ଟରେ ବିଜେପିର ପିଟିସନ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା। ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି।

wp:embed {"url":"https://www.prameyanews7.com/ratna-bhandara-case-in-highcourt/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ratna-bhandara-case-in-highcourt/
/wp:embed

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟ ଯାଇଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ , ତାକୁ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ। କିଏ ରାଜନୀତି କରୁଛନ୍ତି ତ ମୁଁ କହିବି ନାହିଁ। ବିଭିନ୍ନ ସ୍ତରରେ ରାଜନୀତି କରନ୍ତି। କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତି କାରଣ ଲାଗି ପ୍ରତିଶ୍ରୁତି ବଦ୍ଧ।

wp:embed {"url":"https://www.prameyanews7.com/bcci-gave-500-crore-to-upgrade-10-stadiums/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-gave-500-crore-to-upgrade-10-stadiums/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.