ଶ୍ରୀହରିକୋଟା ୧୧/୧୨: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ)ଦ୍ବିପ୍ରହର ୩ଟା ୨୫ରେ ଭାରତୀୟ ଉପଗ୍ରହ ରିସ୍ୟାଟ୍- ୨ବିଆର୧ ଏବଂ ଅନ୍ୟ ୪ଟି ଦେଶର ୯ଟି ସ୍ୟାଟେଲାଇଟ୍ ଲଞ୍ଚ କରିଛି। ଏହି ପରୀକ୍ଷଣ ପିଏସଏଲଭି-ସି୪୮ ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ କରାଯାଇଛି।
{"id":196416,"sizeSlug":"large"}ଏହା ବାଦଲ୍ ଏବଂ ଅନ୍ଧାରରେ ମଧ୍ୟ ସଫା ଫଟୋ ଉଠାଇପାରିବ। ଅର୍ଥ ଇମେଜିଙ୍ଗ କ୍ୟାମେରା ଏବଂ ରାଡାର ପଦ୍ଧତିରେ ଗୁଳିମାଡ଼ ସମୟରେ ଏହା ସେନାଙ୍କ ପାଇଁ ସହାୟକ ହେବ।ରିସ୍ୟାଟ୍-୨ବିଆର୧ ୫ବର୍ଷ ଯାଏଁ କାମ କରିବ।