ଆପଣ ଜିଓର ଗ୍ରାହକି ? ଆପଣଙ୍କି ମିଳିବ ମାଗଣା ୧୦ଜିବି ଡ଼ାଟା । କିନ୍ତୁ ଏହି ଅଫର ମାତ୍ର ୫ଦିନ ପାଇଁ ।
ଜିଓର ଅନ୍ୟ କଣ ସବୁ ଡ଼ାଟା ପ୍ଲାନ ରହିଛି, ଆସନ୍ତୁ ଜାଣିବା ।
ରିଲିୟାନ୍ସ ଜିଓ ସେଲିବ୍ରେସନ ପ୍ଲାନରେ ଅଛନ୍ତି ମାନେ ୫ଦିନ ପାଇଁ ୨ଜିବି ଡ଼ାଟା ଆପଣଙ୍କୁ ମାଗଣା ମିଳିବ । ଯଦି ୩୯୯ଟଂକା ପ୍ଲାନରେ ଅଛନ୍ତି, ତାହେଲେ ପ୍ରତ୍ୟେକଦିନ ୧.୫ଜିବି ଡ଼ାଟା ପାଇପାରିବେ ।
ଜିଓ ଓ୍ଵେବସାଇଟର ଗ୍ରାହକମାନଙ୍କୁ ମିଳିପାରିବ ନାହିଁ ଏହି ସୁବିଧା । କେବଳ ମାଇଁ ଜିଓରେ ଥିବା ଗ୍ରାହକଙ୍କୁ ମିଳିପାରିବ ଏହି ସୁବିଧା । ଜିଓ ଆପରେ କେବଳ ପାଇପାରିବେ ଏହି ସୁବିଧା । ଯଦି କୌଣସି ପ୍ଲାନ ବାବଦରେ ଜାଣିବାକୁ ପାଉଛନ୍ତି, ତାହେଲେ ମାଇଁ ପ୍ଲାନ ଆପ୍ ଡ଼ାଉନଲୋଡ଼ କରନ୍ତୁ । ଏଥରେ ସବୁ ପ୍ଲାନ ବାବଦରେ ଜାଣିପାରିବେ ।
ଆପଣ ଯଦି ଜିଓ ଫୋନର ୟୁଜର ଅଛନ୍ତି, ତା ହେଲେ ଆପଣ ପାଇପାରିବେ ଅନେକ ସୁବିଧା । ଯଦି ୫୯୪ଟଂକାର ରିଚାର୍ଜ କରୁଛନ୍ତି, ତା ହେଲେ ୬ମାସ ପର୍ଯ୍ୟନ୍ତ ବୈଧତା ପାଇପାରିବେ । ଠିକ ସେହିଭଳି ଯଦି ୨୯୭ ଟଂକା ରିଚାର୍ଜ କରୁଛନ୍ତି , ପାଇପାରିବେ ୩ ମାସର ବୈଧତା ।
୫୯୪ଟଂକାର ରିଚାର୍ଜ କରିଛନ୍ତି ମାନେ ୧୬୮ ଦିନର ବୈଧତା ସହ ଦିନକୁ ଅଧା ଜିବି ଡ଼ାଟା ମାଗଣାରେ ପାଇପାରିବେ ।