ଚିର ନିଦ୍ରାରେ ପ୍ରସିଦ୍ଧ ଗାୟିକା ଲତା ଘୋଷ, ଘରୋଇ ହସ୍ପିଟାଲରେ ମୃତ୍ୟୁ

Published By : Prameya-News7 Bureau | November 08, 2022 IST

ଭୁବନେଶ୍ୱର ୦୮/୧୧: ଚିର ନିଦ୍ରାରେ ପ୍ରସିଦ୍ଧ ଗାୟିକା ଲତା ଘୋଷ । ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କ୍ୟାନ୍ସରରେ ପୀଡ଼ିତ ହୋଇ ଚୋକିତ୍ସିତ ହେଉଥିଲେ ।

ସେ ଆକାଶବାଣୀ କଟକରେ ନିୟମିତ ଗାୟିକା ଭାବେ ଜଣାଶୁଣା ଥିଲେ l ତାଙ୍କର ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି l ସକାଳୁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.