oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚନ୍ଦ୍ରଭଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ, କୋଭିଡ କଟକଣା ପାଇଁ ପର୍ଯ୍ୟଟକ ଶୂନ୍ୟ ଚନ୍ଦ୍ରଭାଗା

31/12/2021 at 10:02 AM

କୋଣାର୍କ ୩୧/୧୨: ଆଉ କିଛି ଘଣ୍ଟା ପରେ ୨୦୨୧ ବର୍ଷ ବିଦାୟ ନେଇ ୨୦୨୨ ପଦାର୍ପଣ କରିବ । ସେହିପରି ୨୦୨୧ ବର୍ଷର ଶେଷ ସୂର୍ଯ୍ୟୋଦୟ କୋଣାର୍କ ଚନ୍ଦ୍ରଭାଗା ରେ ଦେଖିବାକୁ ମିଳିଛି । ଆଜି ପାଗ ନିର୍ମଳ ଥିବାରୁ ୬ଟା ୨୭ମିନିଟରେ ସୂର୍ଯ୍ୟଙ୍କ କିରଣ ଗଭୀର ନୀଳ ସମୁଦ୍ର ଜଳ ରାଶି ଭିତରୁ ଚନ୍ଦ୍ରଭାଗା ବେଳାମାର୍ଗରେକୁ ସ୍ପର୍ଶ କରିଥିଲା । ପ୍ରତିବର୍ଷ ଚନ୍ଦ୍ରଭାଗାରେ ପୁରୁଣା ବର୍ଷର ସୂର୍ଯ୍ୟ ଉଦୟ ଓ ଅସ୍ତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କୋଭିଡ କଟକଣା ଯୋଗୁଁ ଚନ୍ଦ୍ରଭାଗାରେ ୧୪୪ ଲଗାଯାଇଥିବାରୁ ପର୍ଯ୍ୟଟକ ଶୂନ ଦେଖା ଯାଇଛି l

   Related Posts