ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନାଲ୍‌ ପୋଦର୍‌ରେ ମାଟି ଅତଡ଼ା ଖସି ରାସ୍ତା ଜାମ୍‌, ଯାତାୟତ ବାଧାପ୍ରାପ୍ତ

10/10/2022 at 6:14 PM

ନାରାୟଣପାଟଣା, ୧୦/୧୦: ଲଗାଣ ବର୍ଷାରେ କୋରାପୁଟର ମାଓପ୍ରବଣ ଅଞ୍ଚଳ ନାରାୟଣପାଟଣା ବ୍ଲକର ନାଲ୍ ପୋଦର ଗ୍ରାମ ରାସ୍ତାର ସ୍ଥିତି ବେହାଲ୍ ହୋଇଛି । ମାଟି ଅତଡ଼ା ଖସି ପଡ଼ିବା ପରେ ରାସ୍ତା ଜାମ୍‌ ହୋଇଥିବା ବେଳେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ପ୍ରଶାସନକୁ ଅପେକ୍ଷା ନକରି ଗ୍ରାମବାସୀ ମାଟି ସଫା କରିବାକୁ ବାହାରିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

   Related Posts