ଅନ୍ୟର ଜମିକୁ ନିଜର କହି କରୁଥିଲେ ବିକ୍ରି, ମୁକୁଳା ଜମିକୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ବର ୨୯।୯: ରାଜଧାନୀରେ ମାତିଛନ୍ତି ଜମି ମାଫିଆ । ମୁକୁଳା ଜମିକୁ କରୁଥିଲେ ଟାର୍ଗେଟ୍ । ଅନ୍ୟର ଜମିକୁ ନିଜର କହି ବିକ୍ରି କରୁଛନ୍ତି ଏହି ଗ୍ୟାଙ୍ଗ । ଜଣେ ମହିଳା ସମେତ ୨ ଜଣ ଜମି ଦଲାଲକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଚୌଦ୍ୱାରର ଶୁଶୀଲା ପଟ୍ଟନାୟକ ଓ କେନ୍ଦ୍ରାପଡ଼ାର ଅରୂପ ହାଲଦାର । ପୂର୍ବରୁ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା … Continue reading ଅନ୍ୟର ଜମିକୁ ନିଜର କହି କରୁଥିଲେ ବିକ୍ରି, ମୁକୁଳା ଜମିକୁ କରୁଥିଲେ ଟାର୍ଗେଟ୍