oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ଲିଫ୍ଟି ମାଗି ହଇରାଣ ହେଲେ ଅଧ୍ୟାପିକା, ବାଇକରେ ଚମ୍ପଟ ମାରିଲା ଯୁବକ

5/11/2019 at 9:01 PM

ଭଦ୍ରକ – ଲିଫ୍ଟି ମାଗି ଅଧ୍ୟାପିକା ହଇରାଣ । ଏପରି ଘଟଣା ଭଦ୍ରକ ସହରର ଘଟିଛି । ଅଧ୍ୟାପିକା ଜଣଙ୍କ ଷ୍ଟେସନ ଯିବା ପାଇଁ ରାସ୍ତାରେ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ଚରମ୍ପା କେନାଲ୍‌ ଛର ନିକଟରେ ସେ ଲିଫ୍ଟ ମାଗି ବାଇକ୍‌ରେ ବସିଥିଲେ । ଷ୍ଟେସନ ଯିବା ବଦଳରେ ଯୁବକ ଜଣଙ୍କ ଅନ୍ୟ ରାସ୍ତାରେ ବାଇକ୍‌ ନେଇଥିଲା । ବାଇକ୍‌ ରଖିବାକୁ କହିବାରୁ ସେ ଶୁଣି ନଥିଲା।

ଏହାପରେ ଭୟରେ ଅଧ୍ୟାପିକା ବନ୍ତ ଛକ ନିକଟରେ ଅଧ୍ୟାପିକା ଗାଡିରୁ ଡେଇଁ ପଡିଥିଲେ । ଯୁବକ ଜଣଙ୍କ ସେଠାରୁ ବାଇକ୍‌ରେ ଆଖି ପିଛୁଳାକେ ଫେରାର ହୋଇଯାଇଥିଲା। ଅଧ୍ୟାପିକା ଡେଇଁ ପଡିବାରୁ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

   Related Posts