ମହିଳା ଡାକ୍ତରଙ୍କ ମୃତ୍ୟୁକୁ ୮୦ ଘଣ୍ଟା ଟପିଲାଣି, ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ ପୋଲିସ

Published By : Prameya-News7 Bureau | August 20, 2018 IST

ମହିଳା ଡାକ୍ତରଙ୍କ ମୃତ୍ୟୁକୁ ୮୦ ଘଣ୍ଟା ଟପିଲାଣି । କିନ୍ତୁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରୁନାହିଁ ପୋଲିସ୍। ସେପଟେ ଝିଅକୁ ଝୁରିହେଉଥିବା ବାପ-ମାଆଙ୍କ ଆଖିରୁ ଲୁହ ବନ୍ଦ ହେଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.