ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ, ଆପୋଷ ବୁଝାମଣା ପାଇଁ ଉଦ୍ୟମ

30/09/2021 at 11:32 PM

କଳାହାଣ୍ଡି, ୩୦।୯: ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ ଅଭିଯୋଗ। ଆଶାକର୍ମୀଙ୍କ ସିଡିଏମଓ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ତ୍ରୀ ଓ ପ୍ରସୂତି ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଥୁଆମୁଳ-ରାମପୁର ବ୍ଲକ ବୁନ୍ଦାବଗର ଆଶାକର୍ମୀ ସଂଗୀତା ନାଏକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଆଶା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆପୋଷ ବୁଝାମଣା ପାଇଁ ହସ୍ପିଟାଲ କତୃପକ୍ଷଙ୍କ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ମହିଳା ଡାକ୍ତରଙ୍କ ବିରୋଧରେ ରୋଗୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ ଅଭିଯୋଗ ରହିଛି ।

   Related Posts