AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଭଦ୍ରକ ଜିଲ୍ଲାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

6/05/2020 at 1:14 PM

ଭଦ୍ରକ ୦୬।୦୫: ଭଦ୍ରକ ଜିଲ୍ଲାରେ ରହୁଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜିଲ୍ଲା ଶ୍ରମଅଧିକାରୀଙ୍କ ମୋବାଇଲ ନମ୍ବର ଓ whatsapp ନମ୍ବର ଜାରି କରିଛି ଜିଲ୍ଲା ପ୍ରଶାସନ । କୌଣସି ଅଭିଯୋଗ ଥିଲେ ନମ୍ବର ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ଯୋଗୁଁ ଜିଲ୍ଲାରେ ଫସିରହିଥିବା ଅନ୍ୟରାଜ୍ୟ ମାନଙ୍କର ଶ୍ରମିକ ମାନଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ନମ୍ବର ଗୁଡିକ ହେଉଛି ଯଥାକ୍ରମେ- 18003456703, Whatsapp – 7008110717 ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନମ୍ବର – 9937460973 ରହିଛି । କୌଣସି ଅସୁବିଧା ହେଲେ ଏହି ନମ୍ବରେ ଯୋଗଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

   Related Posts