ଘର କାମ ବେଳେ ଛାତରୁ ଖସିପଡିଲେ ଶ୍ରମିକ, ଚାଲିଗଲା ଜୀବନ

ବୌଦ୍ଧ ୯।୬: ମିସ୍ତ୍ରୀ କାମ କରିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ । ଘରର ଛାତ ନିର୍ମାଣ ଚାଲିଥିବା ବେଳେ ଛାତରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ସାଲେଶିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସୁକପାଲି ଗ୍ରାମର ଅନୀଲ ଥାଟି । ବଘିଆପଡ଼ା ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ସଦର ଥାନା ବଘିଆପଡା ଫାଣ୍ଡି … Continue reading ଘର କାମ ବେଳେ ଛାତରୁ ଖସିପଡିଲେ ଶ୍ରମିକ, ଚାଲିଗଲା ଜୀବନ