ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଶ୍ରମିକଙ୍କୁ ଚାପି ୨ ଖଣ୍ଡ କରିଦେଲା ଜେସିବି, ପାଇପ୍ ଭିତରେ ପଶି କରୁଥିଲେ କାମ

13/12/2021 at 4:53 PM

ଢେଙ୍କାନାଳ ୧୩।୧୨: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଲାନକୋ କାରଖାନାରେ ଅଘଟଣ । ଦୁର୍ଘଟଣା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜେସିବି ପାଇପ ତାଡି ଦେବାରୁ ଦୁଇଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର । ମୃତକ ହେଲେ ଉତ୍ତରପ୍ରଦେଶ ସାହାରାଣପୁରର । କାରଖାନା ପରିସର ପାଇପ୍ ଭିତରେ ପଶି କାମ କରୁଥିଲେ ଏହି ଶ୍ରମିକ । ମିଳିନି ମୃତ ଶ୍ରମିକଙ୍କ ପରିଚୟ ।

   Related Posts