କୁଟୁରା ଉଦ୍ଧାର, କୁକୁର କାମୁଡ଼ାରେ ଆହତ ହୋଇଥିଲା

Published By : Prameya-News7 Bureau | July 01, 2022 IST

ଆଠଗଡ଼ ୦୭/୦୧: କୁଟୁରା ଛୁଆ ଉଦ୍ଧାର । ଆଠଗଡ଼ ବନଖଣ୍ଡ ତିଗିରିଆ ଜେମାଦେଇପୁର ଗ୍ରାମବାସୀ ମାନଙ୍କ ଦ୍ୱାରା ଉଦ୍ଧାର ହୋଇଛି କୁଟୁରା ଛୁଆ । କୁକୁର କାମୁଡ଼ାରେ କୁଟୁରା ଛୁଆଟି ଆହତ ହୋଇଥିଲା । ଉଦ୍ଧାର ପରେ କୁଟୁରା ଛୁଆକୁ ବନବିଭାଗ ହସ୍ତାନ୍ତର କରିଛନ୍ତି । ଗ୍ରାମବାସୀ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.