vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

କୁନି ହାତୀ ଛୁଆର ମୃତ୍ୟୁ

21/08/2020 at 8:56 AM

ସୁନ୍ଦରଗଡ୨୧/୮:  ସୁନ୍ଦରଗଡ ଜିଲ୍ଲା ହେମଗିର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରବାହାଲ ନାଳରେ ଏକ କୁନି ହାତୀ ଛୁଆର ମୃତ ଦେହ ଉଦ୍ଧାର। ନିକଟସ୍ଥ ଗଜନବାହଲ ଜଙ୍ଗଲରୁ ହାତୀମାନେ ପାଣି ପିଇବାକୁ ଆସୁଥିବା ବେଳେ ଛୁଆ ହାତୀ ଟି କାଦୁଆ ନାଳରେ ପଡି ତାର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଂଚି ମୃତ ହାତୀ ଛୁଆକୁ ଉଦ୍ଧାର କରି ତଦନ୍ତ କରୁଛି।

   Related Posts