କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ
13/05/2018 at 6:50 AM

କୁନ୍ଦୁଲି ପୀଡାତିଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା
ଜୟପୁର କୋର୍ଟରେ ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ
କୋର୍ଟରେ ପହଞ୍ଚିଲେ ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ
ତଦନ୍ତକାର ଅଧିକାରୀ ମମତା ପାଣିଗ୍ରାହୀ ବି ପହଞ୍ଚିଲେ