ମାରୱାଡିପଡା ଘାଟିରୁ ମୃତ କୁମ୍ଭୀର ଉଦ୍ଧାର, ଦେହରେ ଲାଗିଛି ଇଲୋକ୍ଟ୍ରୋନିକ ଯନ୍ତ୍ର
12/09/2022 at 10:09 AM

ସମ୍ବଲପୁର୧୨/୦୯: ମହାନଦୀ ମାରୱାଡିପଡା ଘାଟିରୁ ମୃତ କୁମ୍ଭୀର ଉଦ୍ଧାର ହୋଇଛି । ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସୂଚନା ଥାଉକି, ମହାନଦୀରେ କୁମ୍ଭୀରର ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ମତ୍ସ୍ୟଜୀବୀମାନେ ମୃତଦେହଟିକୁ ଉଦ୍ଧାର କରିଥିଲେ । ଯାହା ଜଣାପଡୁଛି ଉପରମୁଣ୍ଡରୁ ଭାସିଆସୁଥିବା ଅନୁମାନ । ତେବେ କୁମ୍ଭୀର ଦେହରେ କିଛି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ଲାଗିଥିବା ଅନୁମାନ କରାଯାଉଛି ।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023