ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମରିଗଲା ସନ୍ଧାନୀ କୁକୁର ଜ୍ୟୋତି, ଶ୍ରଦ୍ଧାଞ୍ଜଳୀ ଦେଲେ ଏସ୍‌ପି

13/12/2021 at 1:54 PM

ବରଗଡ଼ ୧୩।୧୨: ସନ୍ଧାନୀ କୁକୁର ଜ୍ୟୋତିର ମୃତ୍ୟୁ । ବରଗଡ଼ ଜିଲ୍ଲା ପୋଲିସକୁ ସହଯୋଗ କରିବା ପାଇଁ ଆସିଥିଲା ସନ୍ଧାନୀ କୁକୁର ଜ୍ୟୋତି । ଏହାପରେ କୁକୁର ଅନ୍ତିମ ସତ୍କାର ହୋଇଛି ।

ଖବର ଅନୁଯାୟୀ, ଦୀର୍ଘ ୧୩ ବର୍ଷ ହେଲା କୁକୁର ଜ୍ୟୋତି ବରଗଡ଼ ଜିଲ୍ଲା ପୋଲିସକୁ ସହଯୋଗ କରିବା ପାଇଁ ଆସିଥିଲା । ଏବେ ସେହି ସନ୍ଧାନୀ କୁକୁରର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ କୁକୁରର ଅନ୍ତିମ ସତ୍କାର ହୋଇଛି । ଏଥିରେ ବରଗଡ଼ ଏସ୍‌ପି ରାହୁଲ ଜୈନ ସମେତ ବହୁ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

   Related Posts