ଷ୍ଟେଟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ
10/06/2018 at 7:56 AM

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହୁଲପାଲି ଥାନା ଗୋଛରାସ୍ଥିତ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ
ଗ୍ୟାସ କଟର ସାହାଯ୍ୟରେ ଗେଟ୍ର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ
ଘଟଣାସ୍ଥଳରେ ମହୁଲପାଲି ପୋଲିସର ତଦନ୍ତ
ଗତକାଲି ରାତିରେ ଲୁଟ୍ ଉଦ୍ୟମ କରି ଦୁର୍ବୃତ୍ତ ଫେରାର
ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ