ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର

Published By : Prameya-News7 Bureau | July 05, 2022 IST

ବଲାଙ୍ଗୀର ୦୫/୦୭: ବଲାଙ୍ଗିର-ଦେଓଗାଁ ବ୍ଲକ ଭୁତିଆର ବାହାଲ କ୍ରସରରେ ଦୁର୍ଘଟଣା । ନାଇଟ୍ରୋଜେନ ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର । ଫଳରେ ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣ ହେଲେ ବିକାଶ ପାତ୍ର, ବାପି ବାଗଡି ଓ ରାଜୀବ ବାଗଡି । ଏମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.