oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବୁଧବାରଠୁ କୋରାପୁଟରୁ ଉଡ଼ିବ ବିମାନ, ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ କରିବ ଚଳାଚଳ

3/08/2022 at 8:41 AM

କୋରାପୁଟ ୦୩/୦୮: ଆଜିଠୁ କୋରାପୁଟ ଜୟପୁରରୁ ଉଡ଼ିବ ବିମାନ । କାର୍ଯ୍ୟକ୍ଷମ ହେବ ଜୟପୁର ଏୟାରପୋର୍ଟ। ପରୀକ୍ଷାମୂଳକ ଭାବେ ଭୁବନେଶ୍ବର-ଜୟପୁର ବିମାନ ଉଡ଼ାଣ ଭରିବ। ଦିନ ୧୦ଟା ରେ ଭୁବନେଶ୍ବରରୁ ଏକ ନାଇନ୍ ସିଟର୍ ବିମାନ ବାହାରି ୧୧ ଟା ୩୫ ରେ ଜୟପୁରରେ ପହଞ୍ଚିବ ।

ସେହିଭଳି ଦିନ ୧୨ ଟା ୨୦ ରେ ଜୟପୁରରୁ ବାହାରି ଗୋଟାଏ ୫୫ରେ ଭୁବନେଶ୍ବରରେ ପହଞ୍ଚିବ । କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ୍ କୁ ଏୟାରପୋର୍ଟରେ ରୂପାନ୍ତରିତ କରାଯାଇଛି । ତେବେ ଆଜି ପରୀକ୍ଷାମୂଳକ ଭାବେ ଉଡ଼ିବାକୁ ଥିବା ବିମାନରେ କୌଣସି ଯାତ୍ରୀ ଯାତ୍ରା କରିବାର ସୂଚନା ନାହିଁ ।

   Related Posts