ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆଜି ଠାରୁ ଆରମ୍ଭ ହେବ ଅର୍ନ୍ତଜାତୀୟ କୋଣାର୍କ ଉତ୍ସବ

1/12/2019 at 8:24 AM

କୋଣାର୍କ ୦୧।୧୨: ଆଜି ଠାରୁ ଆରମ୍ଭ ହେଉଛି  ୩୦ତମ ଅନ୍ତର୍ଜତୀୟ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ।  ୫ଦିନ ଧରି ଚାଲିବାକୁ ଥିବା ଏହି ଶାସ୍ତ୍ରୀୟ ବାଦ୍ୟ ନୃତ୍ୟ ଓ ସଂଘୀତର ମହାକୁମ୍ଭ କୋଣାର୍କ  ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ  l

ଏହାସହ ଆନ୍ତର୍ଜାତିକ ବାଲୁକା କଳା ଚନ୍ଦ୍ରଭାଗାରେ  ପ୍ରଦର୍ଶିତ  କରାଯିବ  ।  ଏହି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ରେ  ୪୧ଟି ଷ୍ଟଲ ରହିଛି । ଭାରତ ସମେତ ୬ଟି ଦେଶର  ବାଲୁକା ଶିଳ୍ପୀ ମାନେ ଭାଗନେଇଛନ୍ତି  ।   ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରିବାକୁ ଅର୍କକ୍ଷେତ୍ର କୋଣାର୍କକୁ ନବ ବଧୂ ପରି ସଜା ଯାଇଛି।  ପ୍ରାଶସନିକ କ୍ଷେତ୍ରରେ କଡା ସୁରକ୍ଷା ବ୍ୟବ୍ବସ୍ଥା କରାଯାଇଛି।

   Related Posts