ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ
14/04/2018 at 6:49 AM

ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ
କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଚନ୍ଦ୍ରଭାଗା ବେଳାଭୂମିରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି
ଆଜି ଦିନରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଉପସ୍ଥାନ କରି କର୍କଟ କ୍ରାନ୍ତି ପଟକୁ ଗମନ କରନ୍ତି
ଏହି ଅବସରରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଦେବାଦେବୀଙ୍କୁ ପୂଜା କରିଥାନ୍ତି
ହିନ୍ଦୁ ଧର୍ମର ଏହା ଏକ ବଡ ପର୍ବ
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022