ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

28/11/2019 at 10:59 PM

ଭୁବନେଶ୍ୱର ୨୮।୧୧- ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ମହୋତ୍ସବ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନି ଆଟମ୍ ଆଦି ନୃତ୍ୟ ପରିବେଷଣ ହେବ । ୪୨ ଷ୍ଟଲରେ ୧୨୩ ଜଣ ପ୍ରତିଯୋଗୀ ବାଲୁକା କଳା ପ୍ରଦର୍ଶନ କରିବେ ।

   Related Posts