ମେଷ- ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥାବସ୍ଥାରେ ଅବନତି ଦେଖାଦେଇପାରେ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତିମାନଙ୍କ ପାଇଁ ଦିନଟି ଭଲ ରହିବ ।
ବୃଷ- ଦିନଟି ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକିଥିବା କାର୍ଯ୍ୟର ଆରମ୍ଭ କରିବେ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଥିବା କିଛି ଅସୁବିଧା ଦେଖା ଦେବ ।
ମିଥୁନ- ଆୟ କମ୍ ଓ ବ୍ୟୟ ଅଧିକ ହେବ । ପରିବାରରେ ମନୋମାଳିନ୍ୟ ଦେଖା ଦେବ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ । ସନ୍ତାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହୁଅନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।
ମକର- ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।
କର୍କଟ- ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଜଗି ରଖି ଚଳନ୍ତୁ । ବ୍ୟବସାୟ ମଧ୍ୟମ ଫଳ ଦେବ । ଛାତ୍ରଛାତ୍ରୀମାନେ ନିଜ ଗୁରୁଜନଙ୍କୁ ମାନି ଚଳନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବେ ।
ସିଂହ- କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।
କନ୍ୟା- ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ମାନ ସମ୍ମାନରେ ବୃଦ୍ଧି, ଯଶ ପ୍ରତିଷ୍ଠା ଲାଭ ଯୋଗ ରହିଛି । ବ୍ୟବସାୟରେ ନିବେଶ କରିବା ଆଗରୁ ଥରେ ଭାବିନେବା ଉଚିତ୍ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟୀ ହେବେ ।
ତୁଳା- ହଠାତ୍ କ୍ଷତିରେ ପଡ଼ିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣିପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।
ବିଛା- ଗୃହରେ ଶାନ୍ତି ବଜାୟ ରହିବ । ନିବେଶକୁ ପୁନଃ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ବ୍ୟବସାୟରେ ଆଶାନୁରୂପକ ଲାଭ ହେବ ।
ଧନୁ- ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଶତ ଚେଷ୍ଟିତ ହେବେ । ଗୃହ, ଜମି, ଗାଡ଼ି କିଣିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପରିବାରର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାଲିମୋକଦ୍ଦମାର ଅନ୍ତ ଘଟିବ । ବୈବାହିକ ଜୀବନରେ କଳହର ଯୋଗ ରହିଛି ।
ମକର- ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।
କୁମ୍ଭ- ମିତ୍ରଙ୍କ ଦ୍ଵାରା ଭ୍ରମଣର ଯୋଗରହିଛି । ବ୍ୟବସାୟରେ ମାଧ୍ୟମ ଲାଭ ଯୋଗ ରହିଛି । ହଠାତ୍ ବ୍ୟୟ ହୋଇପାରେ । କାର୍ଯ୍ୟ ବୋଝରୁ ନିସ୍ତାର ମିଳିବା ବିଳମ୍ବ ହେବ । କର୍ମ କ୍ଷେତ୍ରରେ ସହ ଯୋଗ ମିଳିଲେ ମଧ୍ୟ ଦିନଟିରେ ଅଧିକ ପରିଶ୍ରମ ହୋଇପାରେ ।
ମୀନ- କୌଣସି କାର୍ଯ୍ୟକୁ ନେଇ ମନ ଉତ୍ସାହ ବୃଦ୍ଧି ପାଇବ । କାହାକୁ ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ । ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝମଣା ଦେଖାଦେବ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682