scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମନ ବିଚଳିତ ହୋଇପାରେ, ଏହି ରାଶିର ବ୍ୟକ୍ତିଙ୍କ ଆୟ ବୃଦ୍ଧି ପାଇବ

30/11/2023 at 9:31 PM

ମେଷ – ତୃତୀୟ ଚନ୍ଦ୍ର ଯୋଗୁଁ ସମ୍ମାନ ପ୍ରାପ୍ତି ହେବ । ବ୍ୟବସାୟିକ କାର୍ଯ୍ୟରେ ଆଗ୍ରହୀ ହେବେ । ବିଦେଶ ଯାତ୍ରା କରିବାକୁ ମନୋନିବେଶ କରିବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ସୁଖଦ ଖବର ମିଳିବ । ବିଦ୍ୟାର୍ଥୀ ମାନେ ବନ୍ଧୁଙ୍କ ସହଯୋଗ ପାଇବେ ।

ବୃଷ – କୃଷ୍ଣ ପକ୍ଷ ଦ୍ଵିତୀୟ ଚନ୍ଦ୍ର ହୋଇ ଥିବାରୁ ଯୋଗୁଁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ ।

ମିଥୁନ – ଗୁରୁବାର ମିଥୁନ ରାଶିର ବ୍ୟକ୍ତି ଙ୍କ ମନ ଖୁସି ହେବ । ତଥାପି ଧୈର୍ଯ୍ୟ ରଖନ୍ତୁ । ଚାକିରି ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ ।ଆୟ ବୃଦ୍ଧି ପାଇବ | ସୁଖଦ ଖବର ପାଇବେ । ବିଦ୍ୟାର୍ଥୀ ମାନେ ଆଶାନୁରୂପ ଫଳ ପ୍ରାପ୍ତ କରିବେ ।

କର୍କଟ – ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ ।

ସିଂହ -ସେବା ପୂଜାରେ ମନୋନିବେଶ କରିବେ ।ମନ ଅସ୍ଥିର ହୋଇପାରେ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ପାଇବ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା – ଦଶମ ଚନ୍ଦ୍ର ଥିବାରୁ ସୁଖ ସମ୍ମାନ ମିଳିବ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଚାକିରି ପାଇଁ ସାକ୍ଷାତକାର କାର୍ଯ୍ୟରେ ଆପଣ ସଫଳତା ପାଇବେ । ଆୟ ବୃଦ୍ଧି ପାଇବ | ଅଧିକାରୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ତୁଳା – ଅଧିକ ଆୟର ଯୋଗ ରହିବ ହେଲେ ମଧ୍ୟ ମନ ଅସ୍ଥିର ରହିବ । ଆତ୍ମବିଶ୍ୱାସର ଅଭାବ ହେବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଜୀବନ ଯନ୍ତ୍ରଣାଦାୟକ ହେବ ।

ବିଛା – ସୁଖ ହାନି ଘଟିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ ।ପୁରୁଣା ବନ୍ଧୁଙ୍କୁ ଭେଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।ଭାଇମାନଙ୍କ ସମର୍ଥନ ପାଇବେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ଧନୁ – ସପ୍ତମ ଚନ୍ଦ୍ର ଯୋଗୁଁ ମନ ଖୁସି ରହିବ । ଆତ୍ମବିଶ୍ୱାସ ମଧ୍ୟ ପୂର୍ଣ୍ଣ ହେବ ଚାକିରିରେ ଅଗ୍ରଗତିର ରାସ୍ତା ଖୋଲିବ । ଆୟ ବୃଦ୍ଧି ପାଇବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ସାଙ୍ଗମାନଙ୍କ ସମର୍ଥନ ପାଇବେ । ଭ୍ରମଣରେ ଯାଇ ପାରନ୍ତି ।

ମକର – କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

କୁମ୍ଭ – ଚତୁର୍ଥ ଚନ୍ଦ୍ର ଯୋଗୁଁ କଳହର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ ହେଲେ ମଧ୍ୟ କଠିନ ପରିଶ୍ରମ ହେବା । କୌଣସି ଅଟକି ରହିଥିବା ଟଙ୍କା ଆସନ୍ତକାଲି ପାଇ ପାରନ୍ତି । ନିବେଶ ପାଇଁ ଦିନଟି ଉତ୍ତମ ହେବ ନାହିଁ । ଦୁର୍ଘଟଣାରେ ଶିକାର ହୋଇ ପାରନ୍ତି ।

ମୀନ -ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ଗୃହରେ କିଛି ଶୁଭ କନ୍ୟାର ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ।ବ୍ୟବସାୟୀ ମାନେ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି ।ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭା କୁ ସାମ୍ନା କୁ ଆଣିବେ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ – 8249826682

   Related Posts