Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୋଜଗାରର ନୂଆ ପନ୍ଥା ମିଳିବ; କମ୍ପିଟେଟିବ୍ ପରୀକ୍ଷାରେ ସଫଳ ହେବେ

6/06/2023 at 8:04 PM

ମେଷ:~ ଦୂରସ୍ଥାନକୁ ଭ୍ରମଣ ର ଯୋଗ ରହିଛି। ଚାକିରି କ୍ଷେତ୍ରରେ ସଫଳତାର ଯୋଗ ରହିଛି। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ଅଟକିଥିବା ଧନର ପ୍ରାପ୍ତି ହେବ। ବନ୍ଧୁଙ୍କ ଦ୍ଵାରା ଆୟର ବାଟ ଦେଖାଯିବ। ବିଦ୍ୟାର୍ଥୀ ଲାଭବାନ ହେବେ।

ବୃଷ:~ ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ସମୟନୁସରେ କାର୍ଯ୍ୟ ସମାପ୍ତି କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେଲେ ଭଲ। ବ୍ୟବସାୟରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ।

ମିଥୁନ:~ ପରିବାରର ସମସ୍ତ କାର୍ଯ୍ୟ ଆପଣଙ୍କୁ କରିବାକୁ ପଡ଼ିବ। ନୂଆ ଚାକିରିର ଯୋଗ ମଧ୍ୟ ରହିଛି। ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଶିକ୍ଷା କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ। ରାଜନୀତି ରେ ସମିଲଭେବା ପାଇଁ ଦିନଟି ଉତ୍ତମ ରହିଛି।

କର୍କଟ:~ ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଗ୍ୟାସ ଜନିତ ସମସ୍ୟା ଆପଣଙ୍କୁ ଦେଖା ଦେଇପାରେ। ବ୍ୟବସାୟରେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀ ପ୍ରସନ୍ନ ହେବେ।

ସିଂହ:~ ପ୍ରେମ ସମ୍ପର୍କରେ ମନୋମାଲିନ୍ୟ ଦେଖାଯିବ। ବ୍ୟବସାୟରେ ଅନେକ ଲାଭ ହେବ। ଭାଗ୍ୟ ର ସାଥ ଆପଣଙ୍କୁ ମିଳିବ। ଚାକିରିରେ ଆୟର ଯୋଗ ଅଛି। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବିଦ୍ୟାର୍ଥୀ ମାନେ କୃତିତ୍ୱ ଅର୍ଜନ କରିବେ।

କନ୍ୟା:~ ଗୃହରେ ମାଙ୍ଗଳିକ କାର୍ଯ୍ୟର ଅୟୋଜନ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ। ଲାଗି ରହିଥିବା ସମସ୍ୟା ଦୂର ହେବା ଚାକିରିରେ ପଦୋନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନପ୍ରାପ୍ତି ଯୋଗୁଁ ଖୁସି ହେବେ।

ତୁଳା:~ ଜମି ,ଯାନବାହାନ କ୍ର୍ୟା କରିବା ପାଇଁ ଦିନଟି ଶୁଭ ରହିଛି। କରିଥିବା ଋଣ ଚୁକ୍ତ ହେବ। ଚାକିରି କ୍ଷେତ୍ର ରେ ସହଯୋଗ ମିଳିବ। ପ୍ରେମ ସମ୍ପର୍କ ସୁଦୃଢ ହେବ। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ବ୍ୟବସାୟରେ ସ୍ୱଚ୍ଛତା ବଜାୟ ରଖନ୍ତୁ।

ବିଛା:~ ବେରୋଜଗାର ମାନଙ୍କୁ ରୋଜଗାରର ନୂଆ ପନ୍ଥା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ର ସହଯୋଗ ମିଳିବ। ବ୍ୟବସ୍ଥାରେ ଲାଭ ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉତ୍ତମ ରହିଛି। ଭାଗବତ ବିଶ୍ୱାସୀ ହେବେ।

ଧନୁ:~ ବ୍ୟବସାୟ ରେ ନୂତନ ଯୋଜନାର ଆରମ୍ଭ କରିବେ। ପରିବାରରୁ ଧନ ପ୍ରାପ୍ତି ରବ୍ଯୋଗ ରହିଛି। ଅଟକି ଥିବା କାର୍ଯ୍ୟ ଆଉ ଥରେ ଆରମ୍ଭ କରିବେ। ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ। ଶିକ୍ଷା କ୍ଷେତ୍ର ରେ ଭଲ ଫଳ ପ୍ରାପ୍ତ ହେବ ନାହିଁ।

ମକର:~ ଖର୍ଚ୍ଚ ରୁ ନିଜକୁ ବଞ୍ଚେଇ ରଖନ୍ତୁ। ଜୀବନ ସାଥୀଙ୍କ ଠାରୁ ଉପହାର ମିଳିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଧନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତ କରିବେ।

କୁମ୍ଭ:~ ସିଂହ ସମାଚାର ପାଇ ଖୁସି ହେବେ। ଇଚ୍ଛା ପୂରଣ ହେବ। ଯାନବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି। ଚାକିରି କ୍ଷେତ୍ରରେ କର୍ମ ବିଳମ୍ବରେ ଶେଷ ହେବ। ନିବେଶ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ବିଦ୍ୟାର୍ଥୀ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ।

ମୀନ:~ ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ। ଉନ୍ନତିର ମାର୍ଗ ଦେଖାଦେବ। ଛାତ୍ରଛାତ୍ରୀଙ୍କ ସଫଳତାର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।

ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର

   Related Posts