Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ମାନସିକ ଶାନ୍ତି ପାଇବେ; ଉନ୍ନତି ମାର୍ଗ ପ୍ରାପ୍ତ ହେବ

18/03/2023 at 9:59 PM

ମେଷ:~ ବାହ୍ୟ ସୂତ୍ରରୁ ଆୟର ଯୋଗ ରହିଛି। ମନରେ ଉତ୍ଥାନ-ପତନ ଘଟିବ, କିନ୍ତୁ ପରିବାରର ସମର୍ଥନ ପାଇବେ। ପୋଷାକ ପ୍ରତି ଧାରା ବୃଦ୍ଧି ପାଇବ। ବ୍ୟବସାୟରେ ଅସୁବିଧା ହେବ, କିନ୍ତୁ ବନ୍ଧୁଙ୍କ ସାହାଯ୍ୟରେ ଉନ୍ନତି ହେବ। ପ୍ରଗତିର ରାସ୍ତା ସାରଳା ହେବ। 

ବୃଷ:~ କର୍ମ କ୍ଷେତ୍ରରେ ତତ୍ପର ହୋଇ କାର୍ଯ୍ୟ କରିବ। ଆତ୍ମବିଶ୍ୱାସର ଅଭାବ ହେବ। ମନ ଅସ୍ଥିର ରହିବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ଚାକିରିରେ ଅଧିକାରୀଙ୍କ ସହଯୋଗ ହେବ। ବିଦ୍ୟାର୍ଥୀମାନେ କିଛି ନୂଆ ସୂଚନା ପାଇବେ।

ମିଥୁନ:~ ମନରେ ନିରାଶା ଏବଂ ଅସନ୍ତୋଷ ରହିପାରେ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ:~ ଆଜି ଦିନଟିରେ ସୁଖ ସମ୍ମାନ ହାନି ଘଟି ପାରେ। ମନରେ ଉତ୍ଥାନ-ପତନ ହେବ। ଚାକିରି କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସମ୍ପତ୍ତିରେ ବିନିଯୋଗ ପାଇଁ ଦିନଟି ଭଲ ରହିଛି।

ସିଂହ:~ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆତ୍ମବିଶ୍ୱାସର ଅଭାବ ହେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଜୀବନ ସାଥୀଙ୍କ ସମର୍ଥନ ପାଇବେ। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ। 

କନ୍ୟା:~ ଆପଣ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ମନ ଖୁସି ରହିବ। ତଥାପି ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରର ସମର୍ଥନ ପାଇବେ। କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ଭାଇମାନଙ୍କ ସହଯୋଗ ମିଳିବ।

ତୁଳା:~ ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ଆପଣଙ୍କ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଭଲ ହେବ। କିନ୍ତୁ ସେହି ଅନୁଯାୟୀ ଲାଭ ପାଇଁ କମ୍ ସୁଯୋଗ ହୋଇପାରେ। ଆଶା କରାଯାଉଥିବା ଠାରୁ ସଫଳତା ପାଇବାର କମ୍ ସମ୍ଭାବନା ଅଛି।

ବିଛା:~ ମନରେ ଅନ୍ୟପ୍ରତୀ ଈର୍ଷାଭବ ସୃଷ୍ଟି ହେବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ ବଢିପାରେ। ବ୍ୟବସାୟ ରେ ଲାଭ ସୁଯୋଗ ମିଳିବ।

ଧନୁ:~ ଦିନଟି ଏତେ ଭଲ ଫଳ ପ୍ରଦାନ କରିବା ନାହିଁ।ମନ ଅସ୍ଥିର ରହିବ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବନ୍ଧୁଙ୍କ ସାହାଯ୍ୟରେ, ଆପଣ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ ହୋଇପାରିବେ।

ମକର:~ ଆଳସ୍ୟ ଯୋଗୁଁ ଅସୁବିଧାରେ ପଡ଼ି ପାରନ୍ତି। ମନରେ ଉତ୍ଥାନ-ପତନ ଲାଗି ରହିବ ଜୀବନ ସାଥୀଙ୍କ ସମର୍ଥନ ପାଇବେ। ବ୍ୟବସାୟରେ ଅସୁବିଧା ହୋଇପାରେ, ଛାତ୍ରଛାତ୍ରୀମାନେ ଉନ୍ନତିର ମାର୍ଗ ପ୍ରାପ୍ତି କରିବେ।

କୁମ୍ଭ:~ କୁମ୍ଭ ରାଶି ପାଇଁ ଆଜି ଚନ୍ଦ୍ର। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ପରିବାରଠାରୁ ଦୂରରେ ରହିବାକୁ ପଡିପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ଯୋଗ ରହିଛି।

ମୀନ:~ ସୁଖ ହାନି ହେବାର ଯୋଗ ରହିଛି। ବନ୍ଧୁଙ୍କଠାରୁ ଏକ ନୂତନ ବ୍ୟବସାୟ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ଲାଭ ପାଇଁ ସୁଯୋଗ ମିଳିପାରିବ ଭ୍ରମଣ ଯୋଗ ରହିଛି। ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମ କ୍ଷେତ୍ରରେ ସାମାନ୍ୟ ଜଞ୍ଜାଳ ଦେଖା ଦେବ।

   Related Posts