ଉଦାରତା ସମ୍ପନ୍ନ ହେବେ; ଆକସ୍ମିକ ଦୁର୍ଘଟଣା ହୋଇପାରେ

Published By : Prameya-News7 Bureau | September 18, 2022 IST

ମେଷ:~ ସ୍ୱେଚ୍ଛାକୃତଭାବରେ ଏକ ମହତ୍ୱପୂର୍ଣ୍ଣକାମରେ ଅର୍ଥ ବ୍ୟୟକରିବେ। ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମକରନ୍ତୁ। ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି।ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ।

ଶୁଭ ରଙ୍ଗ:~ବ୍ରାଉନ୍, ଶୁଭ ଅଙ୍କ:~୨

ଚାଷୀ- ଉତ୍ତମ ଫଳ ପାଇବେ।

ରୋଗୀ- ରୋଗରୁମୁକ୍ତହୋଇପାରନ୍ତି।

ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ।

କର୍ମଜୀବି-ପ୍ରଶଂସିତହେବେ।

ବ୍ୟବସାୟୀ- ଅର୍ଥ ହାନୀହେବ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ।

ବୃଷ:~ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖା ଦେଇପାରେ। ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱର୍ନ୍ଦ୍ୱ ସୃଷ୍ଟି ହୋଇପାରେ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ନତୁବା ଅଦଳବଦଳ ହୋଇ ଯାଇପାରେ।ଉଦାର ସ୍ୱଭାବର ହୋଇପାରନ୍ତି। ଦାନଧର୍ମକୁ ଶ୍ରେୟମଣିବେ।ସ୍ୱାସ୍ଥ୍ୟ ଅତୁଟରହିବ।

ଶୁଭରଙ୍ଗ:~କ୍ରୀମ୍, ଶୁଭ ଅଙ୍କ:~ ୬

ଗୃହିଣୀ-ସୁଖଭାରା ଦିନଟି।

ବ୍ୟବସାୟୀ- ସ୍ୱାଭିମାନୀହେବେ।

କର୍ମଜୀବି- କାର୍ଯ୍ୟରେଶିଥିଳତା ଆସିବ।

ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାରକରିବେ।

ରୋଗୀ- ଚକ୍ଷୁ ପୀଡାହେବ।

ଚାଷୀ- ଜଳସଞ୍ଚୟକରନ୍ତୁ।

ମିଥୁନ:~ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟର କାହାର କଥା ମିଶିବ ନାହିଁ, ଫଳରେ ମତଭେଦ ଘଟିବ।ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଶୁଭରଙ୍ଗ:~ପିଙ୍କ୍ , ଶୁଭ ଅଙ୍କ:~ ୩

ଚାଷୀ-ଜଳସଞ୍ଚୟକରନ୍ତୁ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି-ଅର୍ଥ ହାନୀହେବ।

ବ୍ୟବସାୟୀ- ସଫଳତାମିଳିବ।

ଗୃହିଣୀ- ସୁଖ ଅନୁଭବକରିବେ।

କର୍କଟ:~ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପରମ ସୌଭାଗ୍ୟଶାଳୀ ହେବେ। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।

ଶୁଭରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୯

ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ବିଜୟୀ ହେବେ।

କର୍ମଜୀବି- ସ୍ୱକାର୍ଯ୍ୟକରିବେ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ।

ସିଂହ:~ ପରିବହନ, ପ୍ରଶାସନ, ପ୍ରକାଶନ , ଆନୁଷ୍ଠାନିକ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ। ପଡ଼ୋଶୀଙ୍କ ସହ ପିଲାମାନଙ୍କୁ କେନ୍ଦ୍ର କରି ବିବାଦଗ୍ରସ୍ତ ହୋଇପାରନ୍ତି। ସର୍ବ ଶକ୍ତିମାନ୍‌ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ମାଲି ମୋକଦ୍ଦମାରେ ବିଜୟୀ ହେବାସହ ଧନପ୍ରାପ୍ତ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ।

ଶୁଭରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୫

ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ।

କର୍ମଜୀବି-ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ।

ଗୃହିଣୀ- ପୂଜା ପାଠରେବ୍ୟସ୍ତରହିବେ।

କନ୍ୟା:~ ଆର୍ଥିକସଂକଟ ମଧ୍ୟ ଦେଇ ଗତି କରିବାକୁ ବାଧ୍ୟ ହେବେ।ସତର୍କରେ ନ ଚଳିଲେ କେତେ କସମ୍ଭାବ୍ୟ ଅସୁବିଧା ଭୋଗ କରିବାକୁ ପଡିପାରେ।କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରିକା କରିବାଠିକ୍‌ ହେବ ନାହିଁ। ଚଞ୍ଚଳ ମନା ଓ ସ୍ନେହବୋଳା କଥା କହି ପରକୁ ଆପଣା କରିବାରେ ସକ୍ଷମ ହୋଇପାରନ୍ତି।

ଶୁଭରଙ୍ଗ:~ ଧଳା, ଶୁଭ ଅଙ୍କ:~ ୨

ଗୃହିଣୀ- ଧର୍ଯ୍ୟବାନ୍‌ହେବେ।

ବ୍ୟବସାୟୀ- ଲୋକପ୍ରିୟତାମିଳିବ।

କର୍ମଜୀବି- କର୍ମଚଞ୍ଚଳରହିବେ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ।

ରୋଗୀ- ଅସାଧ୍ୟ  ରୋଗରୁମୁକ୍ତହେବେ।

ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ।

ତୁଳା:~ ଅର୍ଥ ଓ ସମ୍ମାନ ଲାଭ କାରଣରୁ ଶୁକ୍ରଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବ। ନିଜ ଲୋକମାନେ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ଶୁଭଯୋଗ ଅଛି। ସୁସ୍ଥ ଓ ନୀରୋଗ ଶରୀର ଯୁକ୍ତ ଏବଂ ଯଶସ୍ୱୀହେବେ। ଲୋକ ପ୍ରିୟତା ଅର୍ଜନ କରିପାରନ୍ତି।ଚଞ୍ଚଳ ମନା ପାଇଁ ଅସୁବିଧାରେ ପଡିପାରନ୍ତି।

ଶୁଭରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୬

ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଯୋଗ କରନ୍ତୁ।

ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ।

କର୍ମଜୀବି-ଉନ୍ନତିରମାର୍ଗମିଳିବ।

ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି।

ଗୃହିଣୀ- ପରକୁ ଆପଣାରକରିବ।

ବିଛା:~ ବହୁତ ଦିନରୁ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ପଡୋଶୀମାନେ ମଧ୍ୟ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିବେ।କର୍ତ୍ତବ୍ୟ ନିଷ୍ଠ ଓ ଦୟାଳୁ ସ୍ୱଭାବର ହେବେ।କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ।

ଶୁଭରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୮

ଗୃହିଣୀ- ମିତ୍ରସୁଖ ପାଇବେ।

ବ୍ୟବସାୟୀ- ଚୌରଭୟ ଅଛି।

କର୍ମଜୀବି- କର୍ମଚଞ୍ଚଳରହିବେ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ।

ଚାଷୀ- ଗୋବରକ୍ଷତରବ୍ୟବହାରକରିବାଉଚିତ୍।

ଧନୁ:~ ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କସହ ସୁସମ୍ପର୍କ ବ୍ୟାହତହୋଇପାରେ। କୌଣସି ନୂତନ ଯୋଜନା ସାଙ୍ଗକୁ କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ପରିବାର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁ ସାହାଯ୍ଯ କରିବ। ଜନମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବେ।

ଶୁଭ ରଙ୍ଗ:~ ଲାଇଟ୍ ପିଙ୍କ୍, ଶୁଭ ଅଙ୍କ:~ ୪

ଗୃହିଣୀ- ମିତ୍ରସୁଖ ପାଇବେ।

ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ।

କର୍ମଜୀବି- ସ୍ୱକାର୍ଯ୍ୟକରିବେ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ।

ଚାଷୀ- ଜଳସଞ୍ଚୟକରନ୍ତୁ।

ମକର:~ ଉତ୍ତମ ବୁଝାମଣା ଜନିତ ପରିବାର ଭିତରେ ସୌହାର୍ଦ୍ୟତା ମଧ୍ୟରେ କାମ କରିବେ। ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ସମ୍ମାନିତ ଓ ଖର୍ଚ୍ଚାନ୍ତ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ଇର୍ଷା ପରାୟଣହେବେ।ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

ଶୁଭରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯

ଗୃହିଣୀ- ମାନସିକଶାନ୍ତି ପାଇବେ।

ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ।

କର୍ମଜୀବି- ଜଳଯାତ୍ରାମନା।

ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ।

ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ।

ଚାଷୀ- ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ।

କୁମ୍ଭ:~ ଭ୍ରମଣ, ଦେବ ଦର୍ଶନ ସାଙ୍ଗକୁକୌଣସି ନୂତନ ଜିନିଷକିଣିବାକୁ ମନ ବଳାଇବେ। ପିଲାମାନଙ୍କସ୍ୱାସ୍ଥ୍ୟ ଓ ପଢାସମସ୍ୟାନେଇ ମନ ଭାରାକାନ୍ତ ରହିପାରେ। ଅସାଧ୍ୟ ସାଧନ କରିପାରନ୍ତି। ଆନନ୍ଦ ଉତ୍ସବଲାଗିରହିବ। ବ୍ୟବସାୟଲାଭଜନକହେବ। ସମାଜସେବାରେ ନିଜକୁ ନିୟୋଜିତକରିବେ।

ଶୁଭରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୩

ଚାଷୀ- ଶାରୀରିକକ୍ଳାନ୍ତି ଆସିପାରେ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ।

ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ।

କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ।

ବ୍ୟବସାୟୀ- ଅର୍ଥ ହାନୀହେବ।

ଗୃହିଣୀ- ନୂଆବସ୍ତ୍ରଲାଭହେବ।

ମୀନ:~ ଭାଇଙ୍କ ଅଭାବ ଅସୁବିଧାକୁକେନ୍ଦ୍ରକରି ମନ ଅଶାନ୍ତି ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁମନୋବଳବୃଦ୍ଧି ପାଇବ। ଯୋଗାଯୋଗଶୁଭଦାୟକହେବ। ଭାଇମାନଙ୍କ ପ୍ରତିସ୍ନେହ,ଶ୍ରଦ୍ଧାରହିବ।ବଳିଷ୍ଠ ଓ ଶତ୍ରୁହନ୍ତାଏବଂଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଶ୍ରଦ୍ଧାଭାଜନ ହୋଇ ସମ୍ମାନିତ ହେବେ।

ଶୁଭରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୫

ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ।

ରୋଗୀ- ବ୍ୟାୟାମ୍‌କରିବାଉଚିତ୍।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।

କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ।

ବ୍ୟବସାୟୀ- ଅର୍ଥ ଲାଭହେବ।

ଗୃହିଣୀ- ସୁଖୀହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.