ଫ୍ରିଜରେ ଅଣ୍ଡା ରଖୁଛନ୍ତି କି ? ଯଦି ହଁ, ତେବେ ଜାଣି ରଖନ୍ତୁ ଜରୁରୀ କଥା...

Published By : Prameya-News7 Bureau | July 15, 2023 IST

ନୂଆଦିଲ୍ଲୀ ୧୫।୦୭: ଅନେକ ପ୍ରତିଦିନ ଅଣ୍ଡା ଖାଇବାକୁ ଭଲ ପାଆନ୍ତି । ଅଣ୍ଡା ଖାଇବା ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ କିଛି ଲୋକ ଏକା ଥରକେ ଅଧିକ ଅଣ୍ଡା କିଣନ୍ତି ଆଉ ଅଣ୍ଡାକୁ ସତେଜ ରଖିବା ପାଇଁ ସେଗୁଡିକ ଫ୍ରିଜରେ ରଖନ୍ତି । କିନ୍ତୁ ଫ୍ରିଜରେ ଅଣ୍ଡା ରଖିବା ଭଲ କି?

{"id":817181,"sizeSlug":"full","linkDestination":"none"}

ଏହା ସାଧାରଣତ ଠିକ୍‌ ନୁହେଁ । କାରଣ ଅଣ୍ଡା ସ୍ୱାଭାବିକ ଭାବରେ ଆର୍ଦ୍ରତାରେ ରହିଥାଏ । ଯଦି ଅଣ୍ଡା ଫ୍ରିଜ୍‌ରେ ରଖାଯାଏ, ତେବେ ଏହା ଭିତରେ ଥିବା ନାଳ ଅଂଶକୁ ପ୍ରଭାବିତ କରିଥାଏ ଫ୍ରିଜ୍ । ଅଣ୍ଡାର ଆଭ୍ୟନ୍ତରୀଣ ଗଠନ ଏହାର ଗୁଣ ଏବଂ ଗଠନ ଉପରେ ପ୍ରଭାବ ପକାଇଥାଏ ।

{"id":817182,"sizeSlug":"full","linkDestination":"none"}

ଯଦି ଅଣ୍ଡାକୁ ସତେଜ ରଖିବାକୁ ଚାହୁଁଛନ୍ତି, ତେବେ ଫ୍ରିଜର ତାପମାତ୍ରା ପାଖାପାଖି ୪ ଡିଗ୍ରୀ ସେଲସିୟସ୍ ରହିବା ଉଚିତ୍ । ଏପରି ହେଲେ ଅଣ୍ଡା ୩ ରୁ ୫ ସପ୍ତାହ ପର୍ଯ୍ୟନ୍ତ ସତେଜ ରହିବ ଏବଂ ନଷ୍ଟ ହେବାର ଆଶଙ୍କା କମ୍ ହୋଇଥାଏ ।  

{"id":817183,"sizeSlug":"full","linkDestination":"none"}

ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍ ଡି, ଭିଟାମିନ୍ B12 ଏବଂ ଆଇରନ୍ ଥାଏ । ଅଣ୍ଡା ଖାଇବା ହାର୍ଟ, ହାଡ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ । ମଧୁମେହ, ହୃଦରୋଗ, ସଂକ୍ରମଣ ଏବଂ ଆଖି ଜନିତ ସମସ୍ୟାକୁ ଭଲ କରିବା ପାଇଁ ଅଣ୍ଡା ଭଲ ।

You Can Read:

wp:embed {"url":"https://www.prameyanews7.com/best-cooking-oil-for-heart-health/","type":"wp-embed","providerNameSlug":"prameya-news-7"}
https://www.prameyanews7.com/best-cooking-oil-for-heart-health/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.