ଏହି ୫ଜଣ ହେଲେ ଆଡଲ୍ଟ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ : ଜାଣନ୍ତୁ
19/05/2019 at 2:32 PM

୧.ଆଡ୍ରିଆନା : ଆଡ୍ରିଆନା ଜଣେ ୟୁରୋପୀୟ ଅଭିନେତ୍ରୀ। ତାଙ୍କ ଜନ୍ମ ୧୯୯୧ମସିହାରେ। ତାଙ୍କୁ ଏବେ ମାତ୍ର ୨୭ବର୍ଷ। ଆଡ୍ରିଆନାକୁ ଆଡଲ୍ଟ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣାଯାଏ।

୨.ରେମି ଲାକ୍ରିକ୍ସ: ରେମି ଲାକ୍ରିକ୍ସଙ୍କ ଜନ୍ମ ୧୯୮୮ମସିହା ଜୁନ୍ ୨୬ରେ ସାନଫ୍ରାନସିସ୍କୋରେ ହୋଇଥିଲା। ଏଥିରେ ପ୍ରବେଶ କରିବା ପୂର୍ବରୁ ରେମି ଜଣେ ଡ୍ୟାନସର ଥିଲେ।

୩. ମିୟା ମାଲକୋଭା : ମିୟା ମାଲକୋଭା ଜଣେ ଆମେରିକୀୟ ଅଭିନେତ୍ରୀ ଯିଏ ୨୦୧୩ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୧୪ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଡ୍ୟାନି ମାଉଣ୍ଟେନଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୮ମସିହାରେ ଅଲଗା ହୋଇଯାଇଥଲେ।

୪.କ୍ଲୋ ଫୋଷ୍ଟର: କ୍ଲୋ ଫୋଷ୍ଟର ଆଡଲ୍ଟ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦରୀ ଅଭିନେତ୍ରୀ।

୫.ଏଲସା ଜିନ ଜଣେ ଆମେରିକୀୟ ଅଭିନେତ୍ରୀ ଯିଏ ୨୦୧୫ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ଆଡଲ୍ଟ ଇଣ୍ଡଷ୍ଟ୍ରିର ସବୁଠୁ କ୍ୟୁଟ ଅଭିନେତ୍ରୀ। ଆଡଲ୍ଟ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଏଲସା ଓ୍ବାଶିଂଟନର ଏକ ତେଜରାତି ଦୋକାନରେ କାମ କରୁଥିଲେ।
